ଅଯୁଗ୍ମ Aj̄ugma
- ସଂ. ବିଣ. (ଅ+ଯୁଜ ଧାତୁ=ଯୋଡ଼ିବା+କର୍ମ. ମନ୍; ଯାହାକୁ ଯୋଡ଼ା ଯାଇ ନ ପାରେ) — ଯାହା ଯୋଡ଼ାଯୋଡ଼ା ହୋଇ ନ ଥାଏ; ବେଯୋଡ଼ — Not in pairs
- ସଂ. ବିଣ. (ଅ+ଯୁଜ ଧାତୁ=ଯୋଡ଼ିବା+କର୍ମ. ମନ୍; ଯାହାକୁ ଯୋଡ଼ା ଯାଇ ନ ପାରେ) — ବିଷମ; ବିଯୋଡ଼ (ସଂଖ୍ୟା) — Odd; even (number)
- ସଂ. ବିଣ. (ଅ+ଯୁଜ ଧାତୁ=ଯୋଡ଼ିବା+କର୍ମ. ମନ୍; ଯାହାକୁ ଯୋଡ଼ା ଯାଇ ନ ପାରେ) — ପୃଥକ୍ — Separate
- ସଂ. ବିଣ. (ଅ+ଯୁଜ ଧାତୁ=ଯୋଡ଼ିବା+କର୍ମ. ମନ୍; ଯାହାକୁ ଯୋଡ଼ା ଯାଇ ନ ପାରେ) — ଏକାକୀ; ଏକଲା — Single; solitary