ଅମୁଦ୍ରା Amudrā

  • ଦେ. ବିଣ. (ସ. ଅ+ମୁଦ୍ରା) — ଯେଉଁ ଦ୍ରବ୍ୟରେ କୌଣସି ଚିହ୍ନ ବା ସନ୍ତକ ନାହିଁ — (thing) Having no distinctive mark on it
  • ଦେ. ବିଣ. (ସ. ଅ+ମୁଦ୍ରା) — ବୈଦେହୀ ତାହା ଲୋପ କରାଏ; ବାଛି ଅମୁଦ୍ରା ଦ୍ରବ୍ୟ ପରାୟେ ଭଞ୍ଜ. ବୈଦେହୀଶବିଳାଶ 22 । 38 । — ବୈଦେହୀ ତାହା ଲୋପ କରାଏ; ବାଛି ଅମୁଦ୍ରା ଦ୍ରବ୍ୟ ପରାୟେ ଭଞ୍ଜ. ବୈଦେହୀଶବିଳାଶ2238
  • ଦେ. ବିଣ. (ସ. ଅ+ମୁଦ୍ରା) — ଯେଉଁ ଟଙ୍କାରେ ସନ ବା ମୋହର ନାହିଁ — (coin) Bearing no seal