ଅମୁଦ Amuda

  • ସଂ. ବିଣ. (ଅ+ମୁଦ ଧାତୁ+ଅ) — ଆମୋଦଶୂନ୍ୟ; ହର୍ଷରହିତ — Joyless
  • ସଂ. ବି — ଆମୋଦର ଅଭାବ — Joylessness
  • ଦେ. ବିଣ (ସଂ. ଅମୁଦ୍ରିତ) — ଅମୁଦା (ଦେଖ) — Amudā (See)