ଅମୁରୁଛୁକ Amuruchhuka
- ଗ୍ରା. ବିଣ. ପୁଂ ଓ ସ୍ତ୍ରୀ — ହାଇଁ ପାଇଁ; ପ୍ରିୟ ବା ଇପ୍ସିତ ବା ଦୁଷ୍ପ୍ରାପ୍ୟ ପଦାର୍ଥ ପାଇବା ପାଇଁ ଲାଳାୟିତ ବା ବ୍ୟଗ୍ର — Hankering after a dearly loved or rare thing; yearning
- ଗ୍ରା. ବିଣ. ପୁଂ ଓ ସ୍ତ୍ରୀ — ପ୍ରିୟ ବା ଇପ୍ସିତ ବସ୍ତୁର ଅପ୍ରାପ୍ତି ଯୋଗୁଁ ଦୁଃଖିତ — Sorry at not getting a coveted thing