ଅମୁଦା Amudā
- ଦେ. ବିଣ. (ସଂ. ଅମୁଦ୍ରିତ) — ଅମୁଦ୍ରିତ; ମୋହର ମରା ଯାଇ ନ ଥିବା; ମୁଦ ଦିଆ ଯାଇ ନ ଥିବା — Unsealed; having no seal on it
- ଦେ. ବିଣ. (ସଂ. ଅମୁଦ୍ରିତ) — ଖୋଲା; ଯାହା ବୁଜା ହୋଇ ନାହିଁ — Open; not shut up
- ଦେ. ବିଣ. (ସଂ. ଅମୁଦ୍ରିତ) — (ଯଥା—ଅମୁଦା ଘର; ଅମୁଦା ଫୁଲ।)
- ଦେ. ବିଣ. (ସଂ. ଅମୁଦ୍ରିତ) — ବନ୍ଦ କରା ଯାଇ ନ ଥିବା — Not closed
- ଦେ. ବିଣ. (ସଂ. ଅମୁଦ୍ରିତ) — (ଯଥା—ଅମୁଦା ଦୁଆର।)
- ଦେ. ବିଣ. (ସଂ. ଅମୁଦ୍ରିତ) — ଜଉମୁଦ କରା ଯାଇ ନ ଥିବା — Not sealed with lac
- ଦେ. ବିଣ. (ସଂ. ଅମୁଦ୍ରିତ) — (ଯଥା—ଅମୁଦା ଲଫାପା)
- ଦେ. ବିଣ. (ସଂ. ଅମୁଦ୍ରିତ) — ଯେଉଁ ଦେଉଳର ମୁଣ୍ଡି ମରା ଯାଇ ନାହିଁ; ଲଣ୍ଡା (ଦେଉଳ) — (temple) Of which the hole at the top has not yet been closed; unclosed at the top
- ଦେ. ବିଣ. (ସଂ. ଅମୁଦ୍ରିତ) — ଯହିଁରେ କୌଣସି ସନ୍ତକ ବା ଜ୍ଞାପକଚିହ୍ନ ନାହିଁ — Having no distinctive mark on it