ଅମୁକ୍ତ Amukta
- ସଂ. ବିଣ. (ଅ+ମୁକ୍ତ) — ଯେ ବନ୍ଧନରୁ ମୁକ୍ତ ହୋଇନାହିଁ — Not yet released from captivity; not at liberty
- ସଂ. ବିଣ. (ଅ+ମୁକ୍ତ) — ଯେ ମୁକ୍ତି ବା ମୋକ୍ଷ ଲାଭ କରି ନାହିଁ — One who has not yet attainded salvation
- ସଂ. ବିଣ. (ଅ+ମୁକ୍ତ) — ଆବଦ୍ଧ — Confined
- ସଂ. ବିଣ. (ଅ+ମୁକ୍ତ) — ଅପରିତ୍ୟକ୍ତ — Not abandoned
- ସଂ. ବିଣ. (ଅ+ମୁକ୍ତ) — ଅପରିଷ୍କୃତ — Not clean
- ସଂ. ବିଣ. (ଅ+ମୁକ୍ତ) — ଆବୃତ; ଯାହା ଖୋଲା ନୁହେଁ — Covered; not bare
- ସଂ. ବି. କ୍ରୀ — ହସ୍ତ ଧତ ଛୁରିକାଦି ଯନ୍ତ୍ର। (ଜ୍ଞାନେନ୍ଦ୍ର ଅଭିଧାନ।) — Weapon held in the hand