ଅମୁଦ୍ରିତ Amudrita

  • ସଂ. ବିଣ. (ଅ+ମୁଦ୍ରିତ) — ଛାପା ହୋଇ ନ ଥିବା — Not printed
  • ସଂ. ବିଣ. (ଅ+ମୁଦ୍ରିତ) — ଅପ୍ରକାଶିତ (ପୁସ୍ତକ) — Unpublished
  • ସଂ. ବିଣ. (ଅ+ମୁଦ୍ରିତ) — ଅମୁଦା (ଦେଖ) — Amudā (See)