ଅମଳିକା Amaḻikā

  • ପ୍ରାଦେ. (ବାଲେଶ୍ୱର) ବିଣ — ଅମଳର; ସମୟର — Of or pertaining to the time (of so and so.)
  • ପ୍ରାଦେ. (ବାଲେଶ୍ୱର) ବିଣ — ବର୍ଷ ଚାରିଟା ଭିତରେ ବୀରେଇ ବାପ ଅମଳିକା ଘର ଛିଡା କରି ଦେଲାଣି। ଫକୀର ମୋହନ ଗଳ୍ପ-ସ୍ୱଳ୍ପ।