ଅମଳାଣ (ଇତ୍ୟାଦି) Amaḻāṇa (etc)

  • ଗ୍ରା. ବିଣ (ସଂ. ଅମଳିନ; ଅମ୍ଳାନ) — ଅମଳଣ ଇତ୍ୟାଦି (ଦେଖ) — Amaḻaṇa etc. (See)
  • ଗ୍ରା. ବିଣ (ସଂ. ଅମଳିନ; ଅମ୍ଳାନ) — ସେହି ପଦ୍ମ ଗୋଟି ଅମଳାଣ ସର୍ବକାଳେ— ସାରଳାମହାଭାରତ. ଉଦ୍ଯୋଗ।