ଅମଳିଆ Amaḻiā

  • ଦେ. ବିଣ — ନିଶାବାଜ୍ — Given to the use of intoxicating drugs
  • ଦେ. ବିଣ — (ଅମୁକ) ଅମଳର ବା କାଳର — Of or pertaining to the time (of so and so.)
  • ଦେ. ବିଣ — [ଦ୍ର—ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ମରହଟା ଅମଳିଆ।]