ଅମଳଲାଗି Amaḻalāgi

  • ଦେ. ବି — ନିଶାର ଆକ୍ରମଣ ବା ଉଦ୍ରେକ — Intoxication; state of being intoxicated
  • ଦେ. ବି — ଢୁଳାଇବା ପରି କାମ, ଅମଳଲାଗିରୁ ଶ୍ୟାମ ଜଳଜନୟନେ ଲୀଳା ବିହିଲାରେ। କବିସୂର୍ଯ୍ୟ—ରତ୍ନାକର ଚମ୍ପୂ—ତ ଗୀତ।