ଅମଳା Amaḻā

  • ସଂ. ବି ସ୍ତ୍ରୀ (ଅମଳ+ସ୍ତ୍ରୀ. ଆ) — ଲକ୍ଷ୍ମୀ — Goddess Lakshmī
  • ସଂ. ବି ସ୍ତ୍ରୀ (ଅମଳ+ସ୍ତ୍ରୀ. ଆ) — ଭୂଇଁ ଅଅଁଳା — A medicinal plant
  • ସଂ. ବିଣ. ସ୍ତ୍ରୀ — ଅମଳର ସ୍ତ୍ରୀଲିଙ୍ଗ — Feminine of Amaḻa
  • ପ୍ରାଦେ. (ସିଂହଭୂମ) ବି — ଅମଲା — Official staff; ministerial officers