ଅଭୟଦାନ Abhayadāna

  • ସଂ. ବି ( 6 ଷ୍ଠୀ ତତ୍; ଅଭୟ+ଦାନ) — କୌଣସି ବ୍ୟକ୍ତିକୁ ଭୟରୁ ଉଦ୍ଧାର କରିବା ପାଇଁ ସାହସ ବା ହେମ୍ମତ ଦେବା — Assurance of safety; safe conduct