ଅଭୟପାଦପଦ୍ମ Abhayapādapadma

  • ସଂ. ବି. (ରୂପକ; ମଧ୍ୟପଦଲୋପୀ; ଅଭୟ+ପାଦପଦ୍ମ; ପାଦରୂପ ପଦ୍ମ; ଅଭୟପ୍ରଦ ପାଦପଦ୍ମ) — ସ୍ୱୟଂ ପରମେଶ୍ୱର — God Himself