ଅଭୟପଦ Abhayapada

  • ସଂ. ବି. (ମଧ୍ୟପଦଲୋପୀ; ଅଭୟପ୍ରଦ ପଦ) — ଯେଉଁ ପଦର ଆଶ୍ରା ନେଲେ ଅଭୟ ହୁଏ; ଯେଉଁ ବ୍ୟକ୍ତିଙ୍କ ପଦରେ ଶରଣ ପଶିଥିବା ବ୍ୟକ୍ତି ନିରାପଦ ହୁଏ — A person whose dependants are safe form any danger
  • ସଂ. ବି. (ମଧ୍ୟପଦଲୋପୀ; ଅଭୟପ୍ରଦ ପଦ) — ଇଶ୍ୱରଙ୍କ ଆଶ୍ରା — God's protection
  • ସଂ. ବି. (ମଧ୍ୟପଦଲୋପୀ; ଅଭୟପ୍ରଦ ପଦ) — ପରମେଶ୍ୱର — God