ଅଭୟ Abhaya

  • ସଂ. ବି. (ଅ+ଭୟ) — ଭୟର ଅଭାବ — Absence of fear
  • ସଂ. ବି. (ଅ+ଭୟ) — ସାହସ — Courage
  • ସଂ. ବି. (ଅ+ଭୟ) — ବେଣାମୂଳ — Root of Beṇā grass
  • ସଂ. ବି. (ଅ+ଭୟ) — କେତେ ରକ୍ଷା ଯେ ଅଭୟବାଡ଼ କରିଥିବେ ବିଦ୍ୟାନିଧି ଯଶୋବନ୍ତ ଉତ୍ତର ଏ ଭାବେ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ସଂ. ବି. (ଅ+ଭୟ) — ଶିବ — God Ṡiba