ଅଭୟପତ୍ର Abhayapatra

  • ସଂ. ବି (ମଧ୍ୟପଦଲୋପୀ; ଅଭୟ+ପତ୍ର; କିମ୍ବା 4 ର୍ଥୀ ତତ୍; ଅଭୟ ପାଇଁ ପତ୍ର) — ରାଜକୀୟ ଛାଡ଼ ଚିଠି — A royal pass-port
  • ସଂ. ବି (ମଧ୍ୟପଦଲୋପୀ; ଅଭୟ+ପତ୍ର; କିମ୍ବା 4 ର୍ଥୀ ତତ୍; ଅଭୟ ପାଇଁ ପତ୍ର) — ଯେଉଁ ଚିଠି ଦେଖାଇଲେ ପଥିକକୁ ବାଟରେ କେହି ହଇରାଣ କରେ ନାହିଁ — A latter which enables the traveller to travel safely; a safe conduct