ଅଭୟ ଦେବା Abhaya debā
- ଦେ. କ୍ରି. (ସଂ. ଅଭୟ+ଦା ଧାତୁ) — ହେମ୍ମତ ଦେବା; କୌଣସି ବ୍ୟକ୍ତିକୁ ଆପଦ ପଡ଼ିଲେ ତହିଁରୁ ତାକୁ ଉଦ୍ଧାର କରିବାପାଇଁ ଆଶ୍ୱାସ କରିବା; ସାହସ ଦେବା — To give any person assurance of safety or safe conduct
- ଦେ. କ୍ରି. (ସଂ. ଅଭୟ+ଦା ଧାତୁ) — ଭୟତ୍ରସ୍ତ ବ୍ୟକ୍ତି ମନରୁ ଭୟ ଛଡ଼ାଇ ତାକୁ ନିଶ୍ଚିନ୍ତ କରିବା — To drive away fear from the mind of a frightened persons
- ଦେ. କ୍ରି. (ସଂ. ଅଭୟ+ଦା ଧାତୁ) — ସମସ୍ତେ ଅଭୟ ଦେଇ ମହନ୍ତଙ୍କ ଗୋଡ଼ତଳେ ପଡ଼ିବାକୁ ଉପଦେଶ ଦେଲେ— ଫକୀରମୋହନ, ଗଳ୍ପସ୍ୱଳ୍ପ।