ଅଭିସରଣ Abhisaraṅa

  • ସଂ. ବି. (ଅଭି=ସହିତ+ସୃ ଧାତୁ=ଗମନ କରିବା +ଭାବ. ଅନ) — ଅନୁସରଣ — Attendance
  • ସଂ. ବି. (ଅଭି=ସହିତ+ସୃ ଧାତୁ=ଗମନ କରିବା +ଭାବ. ଅନ) — ଅଭିସାର — Going to an appointed place to meet the lover