ଅଭିସନ୍ଧି Abhisandhi

  • ସଂ. ବି. (ଅଭି+ସମ୍+ଧା ଧାତୁ+ଇ) — ଅଭିପ୍ରାୟ — Wish; intention
  • ସଂ. ବି. (ଅଭି+ସମ୍+ଧା ଧାତୁ+ଇ) — ଗୁଢ଼ ଉଦ୍ଦେଶ୍ୟ — Secret desire
  • ସଂ. ବି. (ଅଭି+ସମ୍+ଧା ଧାତୁ+ଇ) — ବଞ୍ଚନା; ପ୍ରତାରଣା — Cheating
  • ସଂ. ବି. (ଅଭି+ସମ୍+ଧା ଧାତୁ+ଇ) — ସମୁଦ୍ଯୋଗ — Canvassing
  • ସଂ. ବି. (ଅଭି+ସମ୍+ଧା ଧାତୁ+ଇ) — ସନ୍ଧି ବା ଅଳ୍ପମାତ୍ର ବ୍ୟବଧାନ
  • ସଂ. ବି. (ଅଭି+ସମ୍+ଧା ଧାତୁ+ଇ) — ଅବସ୍ଥା — Condition
  • ସଂ. ବି. (ଅଭି+ସମ୍+ଧା ଧାତୁ+ଇ) — ଆଗତ ପାଞ୍ଚ; ଉପାୟ ପାଞ୍ଚ