ଅଭିସରିବା Abhisaribā

  • ଦେ. କ୍ରି. — ଅଭିସାର କରିବା — To go to an appointed place to meet the lover
  • ଦେ. କ୍ରି. — ଚଳ ରତିସୁଖସାରେ ଅଭିସର ବନ ଘୋରେ କାମମନୋହର ବେଶେ ଚଳ ତୁ ସହି। ପ୍ରାଚୀ—ରସବାରିଧି।