ଅଭିସାରୀ Abhisārī
- ସଂ. ବି. ପୁଂ ଓ ସ୍ତ୍ରୀ. (ଅଭି+ସୃ. ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — କାନ୍ତା ସଙ୍ଗେ ମିଳିବା ପାଇଁ ସଙ୍କେତ ସ୍ଥାନକୁ ଯିବା ବ୍ୟକ୍ତି — A person going to a trysting place to meet his love by assignation
- ସଂ. ବି. ପୁଂ ଓ ସ୍ତ୍ରୀ. (ଅଭି+ସୃ. ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — ସଂକେତ ସଦନେ କାମୀ ଆତୁରେ ଭାଷେ ପାଶେ ଅଭିସାରୀ ଅନ୍ଧକାରେ ନ ଦିଶେ। ଶିଶୁଶଙ୍କର—ଉଷାଅଭିଳାଷ।