ଅଭିହରଣ Abhiharaṇa
- ସଂ. ବି. (ଅଭି+ହୃ ଧାତୁ+ଭାବ. ଅନ) — ଆହରଣ — Bringing; collecting
- ସଂ. ବି. (ଅଭି+ହୃ ଧାତୁ+ଭାବ. ଅନ) — ଆନୟନ — Fetching
- ସଂ. ବି. (ଅଭି+ହୃ ଧାତୁ+ଭାବ. ଅନ) — ଅପହରଣ — Stealing
- ସଂ. ବି. (ଅଭି+ହୃ ଧାତୁ+ଭାବ. ଅନ) — ଚୌର୍ଯ୍ୟ — Theft
- ସଂ. ବି. (ଅଭି+ହୃ ଧାତୁ+ଭାବ. ଅନ) — ବରକୁ ବିବାହକାଳୀନ ଯୌତୁକ ପ୍ରଦାନ