ଅଭୀକ୍ଷ୍ଣ Abhīkshṇa

  • ସଂ. କ୍ରି. ବିଣ (ଅଭି+କ୍ଷ୍ଣୁ ଧାତୁ+କର୍ତ୍ତୃ. ଅ) — ପୁନଃପୁନଃ; ସତତ — Repeatedly
  • ସଂ. ବିଣ — ସାର୍ବକାଳିକ — Constant
  • ସଂ. ବିଣ — ଅତିଶୟ — Excessive