ଅଭିସର Abhisara

  • ସଂ. ବି. (ଅଭି=ପଶ୍ଚାତ୍ ବା ସମୀପ+ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ସହାୟ; ସହଚର — Comrade
  • ସଂ. ବି. (ଅଭି=ପଶ୍ଚାତ୍ ବା ସମୀପ+ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ପାର୍ଶ୍ୱଚର ଭୃତ୍ୟ — Servant; follower
  • ସଂ. ବି. (ଅଭି=ପଶ୍ଚାତ୍ ବା ସମୀପ+ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ଅନୁଚର — Attendant