ଅଭିସମ୍ପାତ Abhisampāta

  • ସଂ. ବି. (ଅଭି+ସମ୍+ପତ ଧାତୁ+ଅ) — ଅଭିଶାପ; ଅନିଷ୍ଟକାମନା; ଈଶ୍ୱରଙ୍କଠାରେ ପରର ଅନିଷ୍ଟ ପ୍ରାର୍ଥନା — Imprecation; curse