ଅବ୍ୟଥୀ Abyathī

  • ସଂ. ବିଣ. ପୁଂ (ଅ+ବ୍ଯଥା+ଇନ୍. 1 ମା. 1 ବ.) — ବ୍ଯଥା ଭୋଗ କରୁ ନ ଥିବା — Not ailing
  • ସଂ. ବିଣ. ପୁଂ (ଅ+ବ୍ଯଥା+ଇନ୍. 1 ମା. 1 ବ.) — ନିର୍ଭୀକ; ନିଡର — Undaunted; fearless
  • ସଂ. ବିଣ. ପୁଂ (ଅ+ବ୍ଯଥା+ଇନ୍. 1 ମା. 1 ବ.) — ଯେ ଅନ୍ୟକୁ ବ୍ଯଥା ନ ଦିଏ — Not inflicting pain