ଅବ୍ୟବସାୟ Abyabasāya
- ସଂ. ବି. (ଅ+ବ୍ୟବସାୟ) — ନୀଚ ବା ମନ୍ଦ ବ୍ୟବସାୟ — Mean occupation
- ସଂ. ବି. (ଅ+ବ୍ୟବସାୟ) — ବ୍ୟବସାୟର ଅଭାବ — Want of employment
- ସଂ. ବି. (ଅ+ବ୍ୟବସାୟ) — ଅପରିଶୀଳନ — Want of discussion
- ସଂ. ବି. (ଅ+ବ୍ୟବସାୟ) — ଅନୁଶୀଳନ — Want of exercise
- ସଂ. ବି. (ଅ+ବ୍ୟବସାୟ) — ଉଦ୍ଯୋଗର ଅଭାବ — Want of effort