ଅବ୍ୟବସାୟୀ Abyabasāyī

  • ଦେ. ବିଣ — ବ୍ୟବସାୟ ବା ବେପାରରେ ଅନଭିଜ୍ଞ — Ignorant of business or trade
  • ସଂ. ବିଣ. (ଅବ୍ୟବସାୟିନ୍ 1 ମା. 1 ବ.) — ସୁସ୍ଥି — Inactive
  • ସଂ. ବିଣ. (ଅବ୍ୟବସାୟିନ୍ 1 ମା. 1 ବ.) — ହେଳାଦସ୍ତ (ଲୋକ) — Negligent