ଅବ୍ୟଥିଷୀ Abyathishī

  • ସଂ. ବି. ସ୍ତ୍ରୀ. (ଅବ୍ୟଥିଷ+ଈ) — ପୃଥିବୀ — The earth
  • ସଂ. ବି. ସ୍ତ୍ରୀ. (ଅବ୍ୟଥିଷ+ଈ) — ରାତ୍ରି — Night
  • ସଂ. ବି. ସ୍ତ୍ରୀ. (ଅବ୍ୟଥିଷ+ଈ) — ଅର୍ଦ୍ଧରାତ୍ର — Midnight (Apte)