ଅବ୍ୟଥା Abyathā
- ସଂ. ବିଣ. ସ୍ତ୍ରୀ. (ଅବ୍ୟଥ+ଆ) — ଅବ୍ୟଥର ସ୍ତ୍ରୀ ଲିଙ୍ଗ — Feminine of Abyatha
- ସଂ. ବି. — ଶୁଣ୍ଠି — Dry ginger
- ସଂ. ବି. — ହରିତକୀ; ହରିଡ଼ା — Myrobalan
- ସଂ. ବି. — ସ୍ଥଳପଥ — Land route; passage over land
- ସଂ. ବି. — (ଅ+ବ୍ଯଥା) ବ୍ଯଥା ବା ବିନ୍ଧାର ଅଭାବ — Want of pain
- ସଂ. ବି. — (ବୈଦିକ) କମ୍ପର ଅଭାବ; ଦୃଢ଼ତା — Absence of tremour; firmness
- ସଂ. ବି. — ଗୁଳ୍ମବିଶେଷ — The plant Hibiscus Mutabilis (M.W.)
- ସଂ. ବି. — ଗୁଳ୍ମବିଶେଷ — The plant Terminalia Citrina Roxb (M.W.)