ଅବସ Abasa

  • ସଂ. ବି. (ଅବ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅସ) — ରାଜା — The king
  • ସଂ. ବି. (ଅବ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅସ) — ସୂର୍ଯ୍ୟ — The sun
  • ସଂ. ବି. (ଅବ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅସ) — (+ଭାବ. ଅସ) ରକ୍ଷଣ — Protection