ଅବଷ୍ଟମ୍ଭ Abashṭambha
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ସ୍ତମ୍ଭ; ସ୍ତବ୍ଧୀଭାବ; ରୋଧ; ଠିଆହୋଇ- ରହିବା — Ceassation; stoppage; restraint
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ବାଧା — Obstruction; impediment
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ସୂଚନା — Indication
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ଆକ୍ରମଣ — Assault; attack
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ଆରମ୍ଭ — Commencement
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ଉତ୍କର୍ଷ — Excellence
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ଅବଲମ୍ବନ — Support
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ସୁବର୍ଣ୍ଣ — Gold
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ସୌଷ୍ଠବ — Symmetry
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ଅହଂକାର — Pride
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ବେଷ୍ଟନ — Surrounding
- ସଂ. ବି. (ଅବ+ସ୍ତନ୍ଭ ଧାତୁ+ଭାବ. ଅ) — ଅଭିମାନ — Sullenness