ଅବସଥ Abasatha
- ସଂ. ବି. (ଅବ+ସୋ ଧାତୁ=ପୁଷ୍ଟ ହେବା+ସଂଜ୍ଞାର୍ଥ. ଅଧିକରଣ. ଥ; ଯେଉଁଠାରେ ଲୋକେ ସମ୍ୟକ୍ ପରିପୁଷ୍ଟ ହୁଅନ୍ତି) — ବାସଭୂମି; ଆବାସ — Residence; house
- ସଂ. ବି. (ଅବ+ସୋ ଧାତୁ=ପୁଷ୍ଟ ହେବା+ସଂଜ୍ଞାର୍ଥ. ଅଧିକରଣ. ଥ; ଯେଉଁଠାରେ ଲୋକେ ସମ୍ୟକ୍ ପରିପୁଷ୍ଟ ହୁଅନ୍ତି) — ଗ୍ରାମ — Village
- ସଂ. ବି. (ଅବ+ସୋ ଧାତୁ=ପୁଷ୍ଟ ହେବା+ସଂଜ୍ଞାର୍ଥ. ଅଧିକରଣ. ଥ; ଯେଉଁଠାରେ ଲୋକେ ସମ୍ୟକ୍ ପରିପୁଷ୍ଟ ହୁଅନ୍ତି) — ଚଟି; ପଥିକମାନଙ୍କ ବିଶ୍ରାମ ସ୍ଥାନ — 4. Rest-house
- ସଂ. ବି. (ଅବ+ସୋ ଧାତୁ=ପୁଷ୍ଟ ହେବା+ସଂଜ୍ଞାର୍ଥ. ଅଧିକରଣ. ଥ; ଯେଉଁଠାରେ ଲୋକେ ସମ୍ୟକ୍ ପରିପୁଷ୍ଟ ହୁଅନ୍ତି) — ପାଠାଶାଳା — School
- ସଂ. ବି. (ଅବ+ସୋ ଧାତୁ=ପୁଷ୍ଟ ହେବା+ସଂଜ୍ଞାର୍ଥ. ଅଧିକରଣ. ଥ; ଯେଉଁଠାରେ ଲୋକେ ସମ୍ୟକ୍ ପରିପୁଷ୍ଟ ହୁଅନ୍ତି) — ଖଟି; ଆଡ଼୍ଡା — Place of gathering
- ସଂ. ବି. (ଅବ+ସୋ ଧାତୁ=ପୁଷ୍ଟ ହେବା+ସଂଜ୍ଞାର୍ଥ. ଅଧିକରଣ. ଥ; ଯେଉଁଠାରେ ଲୋକେ ସମ୍ୟକ୍ ପରିପୁଷ୍ଟ ହୁଅନ୍ତି) — ଆଖଡ଼ା — Gymnasium; training house