ଅବସନ୍ଧି Abasandhi

  • ଗ୍ରା. ବି (ସଂ. ଅଭିସନ୍ଧି) — ଅଭିସନ୍ଧି; ଗୂଢ଼ ଉଦ୍ଦେଶ୍ୟ — Secret aim
  • ଗ୍ରା. ବି (ସଂ. ଅଭିସନ୍ଧି) — ଗୁପ୍ତକଥା — Secret
  • ଗ୍ରା. ବି (ସଂ. ଅଭିସନ୍ଧି) — ଗୁପ୍ତସ୍ଥାନ — Secret place