ଅବସକ୍ଥିକା Abasakthikā

  • ସଂ. ବି. (ଅବ=ଚାରିଆଡ଼େ+ସକ୍ଥି=ଊରୁଦେଶ+ କ+ସ୍ତ୍ରୀ. ଆ) — ବସ୍ତ୍ରାଦିଦ୍ୱାରା ଜାନୁ ଓ ଜଙ୍ଘ ବାନ୍ଧି ଉପବେଶନ କରିବା; ପର୍ଯ୍ୟଙ୍କ ବନ୍ଧ ବସ୍ତ୍ର — Squatting on the buttocks by tying the knees and the back with a piece of cloth