ଅବଶ୍ରୟଣ Abaṡrayaṇa

  • ସଂ. ବି. (ଅବ=ତଳକୁ+ଶ୍ରି ଧାତୁ=ପାକ କରିବା+ ଭାବ. ଅନ) — ପାକାନ୍ତେ ପାକଦ୍ରବ୍ୟ ସହିତ ପାକପାତ୍ରକୁ ଚୁଲି ଉପରୁ ତଳକୁ ଓହ୍ଲାଇନେବା ବା ଉତାରିବା — Taking down of the cooking pot from the grate after cooking