ଅବଲମ୍ବ Abalamba
- ସଂ. ବି. (ଅବ+ଲନ୍ବ ଧାତୁ=ଲମ୍ବିବା+ଭାବ. ଅ)— ଅବଲମ୍ବନ; ଆଶ୍ରୟ — Prop; shelter
- ସଂ. ବି. (+ଅଧିକରଣ. ଅ) ଆଶ୍ରୟ ସ୍ଥାନ — Place or shelter; refuge
- ସଂ. ବି. ବାସନା ଅବଲମ୍ବେ ଥାଇ, ପବନ ସଙ୍ଗତେ ଚଳଇ। ଭୂପତି—ପ୍ରେମପଞ୍ଚାମୃତ।
- ସଂ. ବି. (+କରଣ. ଅ; ଯାହାଦ୍ୱାରା ଲମ୍ବିତ ହୁଏ) ଆଶ୍ରୟସାଧନ; ଲାଠି; ଯଷ୍ଟି — Stick
- ସଂ. ବିଣ. (+କର୍ତ୍ତୃ. ଅ) — ଅବଲମ୍ବୀ (ଦେଖ) — Abalambī (See)
- ଦେ. ବି — (କୈଣସି ବିଷୟର) ତତ୍ତ୍ୱାବଧାନ — Supervision of a work
- ଦେ. ବି — (କୌଣସି ବିଷୟର) ଭାର ବା କାର୍ଯ୍ୟଚାଳନା — Responsibility for a work
- ଦେ. ବି — ଯାଗ କଲେ ଆରମ୍ଭ, ବାଲମୀକ ଋଷିଙ୍କି ଦେଲେ ଅବଲମ୍ବ। ବିଶ୍ୱନାଥ. ବିଚିତ୍ରରାମାୟଣ।