ଅବଲମ୍ବନା Abalambanā

  • ଗ୍ରା. ବି. (ସଂ. ଅବଲମ୍ବନ) — ଆଶ୍ରୟ; ଅବଲମ୍ବନ — Shelter
  • ଗ୍ରା. ବି. (ସଂ. ଅବଲମ୍ବନ) — ଦଇବକୁ ଅବଲମ୍ବନା କରି ଲୋକ ଯେ ତୂନୀ ହେଉଛି ସେ ବଡ଼ ଅବିବେକ। କୃଷ୍ଣସିଂହ ମହାଭାରତ, ଅନୁଶାସନ।