ଅବଲମ୍ବନ Abalambana

  • ସଂ. ବି — (ଅବ+ଲନ୍ବ ଧାତୁ=ଲମ୍ବିବା+ଭାବ. ଅନ)— ଭାରାଦେବା — Dependence
  • ସଂ. ବି — ନିର୍ଭର କରିବା — Reliance
  • ସଂ. ବି — ଆଶ୍ରୟକରିବା; ଆଶ୍ରୟଗ୍ରହଣ — Having resort to
  • ସଂ. ବି — ଧାରଣ — Holding
  • ସଂ. ବି — (+କର୍ମ. ଅନ) ଆଶ୍ରୟ — Refuge; shelter
  • ସଂ. ବି — ଉପାୟ; ଗତି — Resource
  • ସଂ. ବି — ଜୀବିକାନିର୍ବାହର ଉପାୟ ବା ପେଶା — Means of livelihood
  • ସଂ. ବି — ଢିରା — Prop; support;
  • ସଂ. ବି — ଉପଲକ୍ଷ — Occasion