ଅବଲଖା Abalakhā
- ଦେ. ବିଣ — ଅବ୍ଲଖା (ଦେଖ) — Ablakhā (See)
- ଦେ. ବିଣ — ଯେଉଁ ଘୋଡ଼ା ଚାଲିଲାବେଳେ ଆଗ ଗୋଡ଼ ଦୁହିଁଙ୍କୁ ଏକାବେଳେକେ ଉଠାଇବାକୁ ଶିକ୍ଷିତ ହୋଇଥାଏ — (a horse) Which has been trained to lift its front legs simultaneously while walking
- ଦେ. ବିଣ — (ସଂ. ଅବ୍ଭ୍ରକ୍) ଅଭ୍ରବର୍ଣ୍ଣବିଶିଷ୍ଟ — Of the colour of mica
- ଦେ. ବିଣ — (ସଂ. ଅବ୍ଭ୍ର) ମେଘବର୍ଣ୍ଣବିଶିଷ୍ଟ — Azure
- ଦେ. ବିଣ — (ସଂ. ଅବଳକ୍ଷ) ଯେଉଁ ଧଳା ଘୋଡ଼ା ଦେହରେ ନାଲି ଟୋପି ଟୋପି ଦାଗ ଥାଏ — Red spotted (horse)