ଅବଲମ୍ବିତ Abalambita

  • ସଂ. ବିଣ (ଅବ+ଲନ୍ବ ଧାତୁ+କର୍ତ୍ତୃ. ତ) — ଶରଣାଗତ; ଆଶ୍ରିତ — Taking refuge or shelter
  • ସଂ. ବିଣ (ଅବ+ଲନ୍ବ ଧାତୁ+କର୍ତ୍ତୃ. ତ) — ରକ୍ଷିତ — Protected
  • ସଂ. ବିଣ (ଅବ+ଲନ୍ବ ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ଧୃତ — Held
  • ସଂ. ବିଣ (ଅବ+ଲନ୍ବ ଧାତୁ+କର୍ତ୍ତୃ. ତ) — ଗୃହୀତ — Accepted; taken
  • ସଂ. ବିଣ (ଅବ+ଲନ୍ବ ଧାତୁ+କର୍ତ୍ତୃ. ତ) — ପ୍ରାପ୍ତ — Attained; got
  • ସଂ. ବିଣ (ଅବ+ଲନ୍ବ ଧାତୁ+କର୍ତ୍ତୃ. ତ) — (ଅବ=ନିମ୍ନକୁ+ଲମ୍ବିତ)—ତଳକୁ ଲମ୍ବିଥିବା — 2. Hanging down
  • ସଂ. ବିଣ (ଅବ+ଲନ୍ବ ଧାତୁ+କର୍ତ୍ତୃ. ତ) — ଅବନତ — Bent down
  • ସଂ. ବିଣ (ଅବ+ଲନ୍ବ ଧାତୁ+କର୍ତ୍ତୃ. ତ) — ଅଧୋଗତ — Gone down