ଅବଧ Abadha

  • ଦେ. ବିଣ (ସଂ. ଅବଧ୍ୟ) — ଅବଧ୍ୟ; ବଧର ଅଯୋଗ୍ୟ — Not fit to be killed
  • ଦେ. ବିଣ (ସଂ. ଅବଧ୍ୟ) — ଯାହାକୁ କେହି ମାରି ପାରେ ନାହିଁ — Whom none is capable of killing
  • ଦେ. ବିଣ (ସଂ. ଅବଧ୍ୟ) — ମୁହଁ ଅବଧ ଅଟଇ ତୋହର ପ୍ରସାଦେ— ସାରଳାମହାଭାରତ. ବିରାଟ।
  • ଦେ. ବି. (ହିନ୍ଦି. ଅୱଧ— ତୁଳ. ଇଂ. ଆଉଧ୍) — ଅଯୋଧ୍ୟା ପ୍ରଦେଶ ଓ ନଗର — The province and the town of Oudh, Aj̄odhyā
  • ଦେ. ବି. (ହିନ୍ଦି. ଅୱଧ— ତୁଳ. ଇଂ. ଆଉଧ୍) — ମୁହିଁ କୁରୁବର୍ଷେ ପାଞ୍ଚାଳେ ଅବଧେ — ରାଧାନାଥ.ମହାଯାତ୍ରା।