ଅବଦ୍ୟ Abadya
- ସଂ. ବିଣ (ଅ+ବଦ ଧାତୁ+କର୍ମ. ଯ) — ଅକଥ୍ୟ — Unspeakable
- ସଂ. ବିଣ (ଅ+ବଦ ଧାତୁ+କର୍ମ. ଯ) — ନିନ୍ଦନୀୟ — Blame-worthy
- ସଂ. ବିଣ (ଅ+ବଦ ଧାତୁ+କର୍ମ. ଯ) — ନୀଚ; ଅଧମ; ହୀନ — Low; mean
- ସଂ. ବିଣ (ଅ+ବଦ ଧାତୁ+କର୍ମ. ଯ) — ମନ୍ଦ — Bad
- ସଂ. ବି. — ଅନିଷ୍ଟ — Injury
- ସଂ. ବି. — ପାପ — Sin
- ସଂ. ବି. — ଦୋଷ — Fault
- ସଂ. ବି. — ନିନ୍ଦା — Blame
- ଦେ. ବି — ଅବୈଦ୍ୟ; କୁବୈଦ୍ୟ — A quack