ଅବଦୀର୍ଣ୍ଣ Abadīrṇṇa
- ସଂ. ବିଣ (ଅବ+ଦୃ ଧାତୁ+କର୍ତ୍ତୃ. ତ) — ଗଳିତ; ଦ୍ରବୀଭୂତ — Melted
- ସଂ. ବିଣ (ଅବ+ଦୃ ଧାତୁ+କର୍ତ୍ତୃ. ତ) — ବିଦୀର୍ଣ୍ଣ — Pierced
- ସଂ. ବିଣ (ଅବ+ଦୃ ଧାତୁ+କର୍ତ୍ତୃ. ତ) — ବିଦଳିତ — Trodden
- ସଂ. ବିଣ (ଅବ+ଦୃ ଧାତୁ+କର୍ତ୍ତୃ. ତ) — ଚୂର୍ଣ୍ଣୀଭୁତ — Reduced to powder or dust