ଅବଦାହ Abadāha

  • ସଂ. ବିଣ (ଅବ=ନ୍ୟୁନ+ଦାହ; ଯାହାଦ୍ୱାରା ଦାହ କମି ଯାଏ।) — ପ୍ରଦାହବିନାଶକ — Assuaging the burning sensation of the body
  • ସଂ. ବି — ବେଣାମୂଳ — The root of Beṇā grass
  • ସଂ. ବି — ଜ୍ୱରାଦିଜନ୍ୟ ଦାହ — High temperature due to fever