ଅବଦ୍ଧ Abaddha

  • ସଂ. ବିଣ—(ଅ+ବଦ୍ଧ ଧାତୁ+କର୍ମ. ତ) — ଯାହା ବଦ୍ଧ ବା ବନ୍ଧା ହୋଇ ନାହିଁ — Unbound; untied
  • ସଂ. ବିଣ—(ଅ+ବଦ୍ଧ ଧାତୁ+କର୍ମ. ତ) — ଅସଂଯତ — Unregulated; unrestrained
  • ସଂ. ବିଣ—(ଅ+ବଦ୍ଧ ଧାତୁ+କର୍ମ. ତ) — ଅସମ୍ବନ୍ଧ — Incoherent; unconnected
  • ବି — ଅସମ୍ବଦ୍ଧ ବାକ୍ୟ; ପ୍ରଳାପ — incoherent words; ravings