ଅବଦାନ Abadāna

  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — ପୂଜା ବା ଅର୍ଚ୍ଚନାର୍ଥ ଦାନ; ଅର୍ଘ୍ୟ — Oblation
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — ଦାନ — Gift
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — ସମ୍ପାଦିତ କର୍ମ — Accomplished work
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — ବିକ୍ରମପ୍ରକାଶ; ପରାକ୍ରମ — Exhibition of prowess
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — କୀର୍ତ୍ତି — Fame
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — ପ୍ରଶଂସିତ କର୍ମ — Praise worthy action
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — ଯଜ୍ଞକର୍ମ — Vedic sacrifice
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — (ଅବ+ଦୋ ଧାତୁ=ଛେଦନ କରିବା+ଅନ)— ଖଣ୍ଡ; ଛିନ୍ନାଂଶ — Portion cut
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — (ଅବ+ଦୈ ଧାତୁ=ଶୁଦ୍ଧ କରିବା)—ଶୋଧନ; ଶୁଦ୍ଧି କରଣ — Purification
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — (ଅବ+ଦେ ଧାତୁ=ପାଳନ)—ପାଳନ — Bringing up; tending
  • ସଂ. ବି (ଅବ=ଶୁଦ୍ଧି ବା ପୂଜାର୍ଥ+ଦା ଧାତୁ+ଭାବ. ଅନ) — ଉଷୀର (ଦେଖ) — Ushīra (See)