ଅବତୋକା Abatokā

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଅବ=ଅପଗତ+ତୋକ= ଅପତ୍ୟ) — ସ୍ରବଦ୍ଗର୍ଭା ଗାଭୀ; ଯେଉଁ ଗାଈ ଅସମୟରେ ଗୋବରି ପକାଇଅଛି — A cow which has miscarried from accident