ଅବତୀର୍ଣ୍ଣ Abatīrṇṇa
- ସଂ. ବିଣ. (ଅବ+ତୃ ଧାତୁ+କର୍ତ୍ତୃ. ତ) — ଓହ୍ଲାଇଥିବା — Descended
- ସଂ. ବିଣ. (ଅବ+ତୃ ଧାତୁ+କର୍ତ୍ତୃ. ତ) — ତଳକୁ ଉତୁରି ଥବା; ନିମ୍ନକୁ ଆଗତ — Got down; alighted
- ସଂ. ବିଣ. (ଅବ+ତୃ ଧାତୁ+କର୍ତ୍ତୃ. ତ) — ଆବିର୍ଭୂତ; ଉପସ୍ଥିତ — Appeared
- ସଂ. ବିଣ. (ଅବ+ତୃ ଧାତୁ+କର୍ତ୍ତୃ. ତ) — ଗୃହୀତାବତାର; ଅବତାର ଗ୍ରହଣ କରିଥିବା — Incarnate
- ସଂ. ବିଣ. (ଅବ+ତୃ ଧାତୁ+କର୍ତ୍ତୃ. ତ) — ଉତ୍ପନ୍ନ; ଜାତ — Born
- ସଂ. ବିଣ. (ଅବ+ତୃ ଧାତୁ+କର୍ତ୍ତୃ. ତ) — ଉର୍ତ୍ତୀର୍ଣ୍ଣ; ପାରି ହୋଇଥିବା — Having crossed
- ସଂ. ବିଣ. (ଅବ+ତୃ ଧାତୁ+କର୍ତ୍ତୃ. ତ) — ଅତିକ୍ରାନ୍ତ — Passed over or by